ଖୋର୍ଦ୍ଧା:- (ଶୁଭ ଖବର )-ଲୋକନାଥ ଦେବ ବିଦ୍ୟାପୀଠ, କୁମାରବସ୍ତ-2006 ମାଟ୍ରିକ ବ୍ୟାଚ ଛାତ୍ର, ଛାତ୍ରୀ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ, ମା ବରୁଣେଇ ଙ୍କ ପୀଠ ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି l

ଆଶିଷ ରଞ୍ଜନ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ 2006 ମସିହା ମାଟ୍ରିକ ବ୍ୟାଚ ର ସମସ୍ତ ଛାତ୍ର, ଛାତ୍ରୀ ମାନେ ଏକତ୍ରିତ ହୋଇ ପୁରୁଣା ସ୍ମୃତି କୁ ମନେ ପକାଇ ଭାବବିହ୍ଵଳ ହୋଇପଡ଼ିଥିଲେ l ଛାତ୍ର ଛାତ୍ରୀ ମାନେ ଏମ.ଇ.ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ବାଣୀ ବୋଷ,ଭିକାରି ଚରଣ ବେହେରା, ବିଶ୍ୱ ରଞ୍ଜନ ମିଶ୍ର, ଭାଗିରଥି ଜେନା, ମମତା ପ୍ରହରାଜ, କ୍ଷୀରାବ୍ଧି ସିହ୍ନl, ଅନୁସୟା ସାହୁ,ଲକ୍ଷ୍ମୀ ପ୍ରିୟା ଜେନା, ମଞ୍ଜୁବାଳା ଦାସ,କୃପାସିନ୍ଧୁ ପରିଡା, ଝୁନାରାଣୀ ବେହେରା, ଆଶାମଣି ଦେଇ, ସୁଲଚନା ଦେଈ ପ୍ରମୁଖ ଙ୍କୁ ଗୁରୁ ପୂଜା କରି ସମ୍ବର୍ଦ୍ଧିତ କରିଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
