ଭୁବନେଶ୍ୱର :-ପ୍ରତି ବର୍ଷ ପରି ପ୍ରବାଦ ପୁରୁଷ ଅପ୍ରତିଦ୍ବନ୍ଦୀ ରାଷ୍ଟ୍ରନାୟକ ଓଡ଼ିଆ ଜାତିର ମୁକୁଟ ବିହୀନ ସମ୍ରାଟ ସ୍ବର୍ଗତ ବିଜୁ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଦିବସ ଉପଲକ୍ଷେ ଏହି ମହାଁନ ଆତ୍ମାର ସ୍ମୃତି ଚାରଣ କରିବା ପାଇଁ ପ୍ରତିବର୍ଷ ପରି ସି.ଆର.ପି ଛକ ଠାରେ ରେ ମାର୍ଚ୍ଚ ୫ ତାରିଖ ( ମଙ୍ଗଳବାର ) ଦିନ ସନ୍ଧ୍ୟା ୭ ଘଟିକା ସମୟରେ এ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୂ ଭାବେ ଅଶୋକ ଚନ୍ଦ୍ର ପଣ୍ଡା,ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ବର ଜିଲ୍ଲା ବି.ଜେ.ଡି ସଭାପତି,ସୁଶାନ୍ତ କୁମାର ରାଉତ,ମୁଖ୍ୟ ବ୍ୟକ୍ତା ଭାବେ କ୍ୟାପଟେନ ମନ୍ମଥ ରାଉତରାୟ,ସମ୍ମାନିତ ଅତିଥି ଭାବେ ବିଧାୟକ, ଉତ୍ତର ଭୁବନେଶ୍ବର ସୁଶାନ୍ତ କୁମାର ରାଉତ,ବିଧାୟକ ମଧ୍ୟ ଅନନ୍ତ ନାରାୟଣ ଜେନା, ମେଯର ଭୁବନେଶ୍ୱର, ସୁଲୋଚନା ଦାସ,ମଞ୍ଜୁଲତା କହଁର ଡେପୁଟି ମେୟର, ଭୁବନେଶ୍ବର ମହାନଗର ନିଗମ, ମାନସୀରାଣୀ ସୁନ୍ଦରରାୟ କିର୍ପୋରେଟର, ୱାର୍ଡ ନଂ -୨୫ ଚିନ୍ମୟ ସାହୁ ରାଜ୍ୟ ସଭାପତି, ବିଜୁ ଯୁବ ଜନତା ଦଳ, ଇପ୍ସିତା ସାହୁ, ରାଜ୍ୟ ସଭାପତି, ବିଜୁ ଛାତ୍ର ଜନତା ଦଳ,ସୁବାଷ ଚନ୍ଦ୍ର ସଭାପତି, ବିଜୁ ଜୟନ୍ତୀ କମିଟି,ନବ କିଶୋର ବେହେରା ଉପ ସଭାପତି , ବିଜୁ ଜୟନ୍ତୀ କମିଟିପ୍ରତିମା ତ୍ରିପାଠୀ ସମ୍ପାଦିକା, ବିଜୁ ଜୟନ୍ତୀ କମିଟି,ସୁଶ୍ରୀ ରଶ୍ମିରାଣୀ ବେହେରା ସହ ସମ୍ପାଦିକା, ବିଜୁ ଜୟନ୍ତୀ କମିଟି ଉପସ୍ଥିତ ରହି ବିଜୁ ବାବୁଙ୍କ ଜୟନ୍ତୀ ସମାରୋହ ବହୁ ଆଡ଼ମ୍ବର ରେ ପାଳିତ ହୋଇଯାଇଛି।


Subha Khabar is now on Whatsapp
Join and get latest news update delivered to you via whatsapp
Join Now
