ଖୋର୍ଦ୍ଧା,(୨୬/୦୧):- ବାଘମାରି ଥାନା ଚଣ୍ଡିଆ ପଲ୍ଲା ସରଧାପୂର୍ ମୁଖ୍ୟ ରାସ୍ତା ରେ ବୋଲେରୋ ଓ ବାଇକ୍ ମଧ୍ୟରେ ହୋଇଛି ମୁହଁ। ମୁହିଁ ଧକ୍କା । ଉଭୟ ଦୃତ ବେଗରେ ଆସୁଥିବା ବେଳେ ହୋଇଛି ଦୁର୍ଘଟଣା । ଘଟଣା ସ୍ଥଳ ରେ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହିଁ । ସ୍ଥାନୀୟ ଲୋକ ଘଟଣା ସ୍ଥଳ ରେ ପହଞ୍ଚି ଆମ୍ବୁଲାନ୍ସ ଡାକି ମେଡିକାଲ ପଠାଇଥିବା ସୂଚନା ।ବୋଲେରୋ କୁ ଜବତ କରିଥିବା ବେଳେ ଚାଳକ ଚଂପଟ ମାରିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now