ଭୁବନେଶ୍ବର,(୦୬/୧୨):- ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ନ୍ୟୁଜ ସେଭେନ୍ ସାମ୍ବାଦିକାଙ୍କ ଜୀବନ। ପୁରୀ- ଭୁବନେଶ୍ବର ପିପିଲି ଠାରେ ମଙ୍ଗଳପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ନ୍ୟୁଜ ସେଭେନ୍ରେ କାର୍ଯ୍ୟରତ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ସହିତ ଥିବା ଆଉ ଜଣେ ସଂପର୍କୀୟଙ୍କର ବି ମୃତ୍ୟୁ ହୋଇଯାଇଛି । ଏପରି ଦୁଃଖଦ ଖବର ପାଇ ନ୍ୟୁଜ ସେଭେନ୍ କାର୍ଯ୍ୟାଳୟରେ ଖେଳିଯାଇଛି ଶୋକର ଛାୟା , ପିପିଲି ଠାରେ ଲୋକେ ମାନଙ୍କ ର ପ୍ରତିବାଦ ଦେଖିବାକୁ ମିଳୁଛି, ବାଲି ମାଫିଆ ମାନେ ବାଲି ରାସ୍ତା ରେ ପକେଇବା ରୁ ହଠାତ୍ ଗୋଟିଏ କାମରେ ସାମ୍ବାଦିକା ପୁରୀ ଏକ ଜରୁରୀ କାମ ରେ ଯିବା ସମୟ ରେ ଏଭଳି ଦୁର୍ଘଟଣା ହେଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now