ବାବୁଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (୧୯/୧୧) :- ରାଜ୍ୟ ସମ୍ମିଳନୀ ରେ ଆଜି ବାବୁ ଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟ ମନ୍ତ୍ରୀ।

ସେଗୁଡିକ ହେଲା : ଆପଣମାନେ ଭଲ ବ୍ୟବହାର ଦେଖାନ୍ତୁ ।ଯେଉଁ ଅଞ୍ଚଳର ହେଲେ ବି ଏଫ୍ ଆଇ ଆର। ।ଡ୍ରଗ ମାଫିଆ ଓ ଜମି ମାଫିଆଙ୍କୁ ସବଡ କର ।ଲୋକଙ୍କୁ ଭଲ ବ୍ୟବହାର କର
ଅଫିସର ମାନେ ଗ୍ରାଉଣ୍ଡ କୁ ଯାଆନ୍ତୁ ।ନୂଆ ନିୟମ କୁ ଭଲ ଭାବରେ ଜାଣନ୍ତୁ ଓ ପଢନ୍ତୁ ।ଦୁର୍ନୀତି ଗସ୍ତ ଙ୍କୁ ବରଖାସ୍ତ କରାଯିବନି

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *