ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲଙ୍କ ମାଧ୍ୟମରେ ନୂଆପଡ଼ା ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି ବିଜେପି : ବିଜେଡି

ଭୁବନେଶ୍ବର:- ଉପନିର୍ବାଚନ ପୂର୍ବରୁ କାହିଁକି ଛୁଟିରେ ଗଲେ ଡିଆଇଜି?
ଆସନ୍ନ ବାତ୍ୟା ଯୋଗୁଁ ଛୁଟି ବାତିଲ୍ ହୋଇଥିବାବେଳେ ଡିଆଇଜିଙ୍କୁ ଛୁଟି ଦେଲା କିଏ?ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲଙ୍କ ମାଧ୍ୟମରେ ନୂଆପଡ଼ା ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି ବିଜେପି।
ଏନେଇ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡିର ପ୍ରତିନିଧିମଣ୍ଡଳୀ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *