ଭିଜିଲାନ୍ସ ଜାଲରେ ଏନ୍ ଏ ସି ନିର୍ବାହୀ ଅଧିକାରୀ

ଗଞ୍ଜାମ , (୦୮/୧୦) :- ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ (ଓ ଏ ଏସ)। ସେ ଜଣେ କର୍ମଚାରୀଙ୍କ ପୁରୁଣା ବର୍ଦ୍ଧିତ ଦରମା ଓ ଶେଷ ଦରମା ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଟ ୨୫୦୦୦/- ଟଙ୍କା ଦାବି କରିଥିଲେ । ବାଲିପଦର୍ ବସ ଷ୍ଟାଣ୍ଡ ଠାରେ ଅଭିଯୋଗକାରୀ ଦାବି ଅର୍ଥ ଦେଲା ପରେ ଭିଜିଲାନ୍ସ ଟିମ୍ କାବୁ କରିଥିଲା ନିର୍ବାହୀ ଅଧିକାରୀ ଙ୍କୁ ।ବ୍ରହ୍ମପୁର ଭିଜିଲାନ୍ସ ଟିମ୍ କେସ ରୁଜୁ କରି ତଦନ୍ତ ଜାରି ରଖିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *