ମଦମୁକ୍ତ ଓଡ଼ିଶା ଗଠନର ନାରା ଏବେ ପ୍ରହସନ : ବିଜେଡି

ଭୁବନେଶ୍ଵର :- ଏକମାସର ଜନସମ୍ପର୍କ ପଦଯାତ୍ରାରେ ରାଜ୍ୟ ବିଜେପି ସରକାରର ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବିଜୁ ଜନତା ଦଳ।
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ଅସୁରକ୍ଷିତ।ମଦମୁକ୍ତ ଓଡ଼ିଶା ଗଠନର ନାରା ଏବେ ପ୍ରହସନରେ ପରିଣତ ହୋଇଛି।ପଞ୍ଚାୟତସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଚୋରି କରିଛି ବିଜେପି ସରକାର ବୋଲି ଶଙ୍ଖ ଭବନ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ମୁଖ୍ୟ ସଚେତକ ତଥା  ବିଧାୟକ ପ୍ରମିଳା ମଲ୍ଲିକ, ବରିଷ୍ଠ ଉପସଭାପତି ଦେବିପ୍ରସାଦ ମିଶ୍ର ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *