କେନ୍ଦ୍ରାପଡ଼ା, ୨୩/୯: ଭିଜିଲାନ୍ସ ଜାଲରେ ତହସିଲଦାର। ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ କାବୁ କରିଛି ଭିଜିଲାନ୍ସ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ ଟିମ୍।

Advertisement
Subha Khabar is now on Whatsapp
Join and get latest news update delivered to you via whatsapp
Join Now