ସେବା ସମବାୟ ସମିତି ଆଗରେ ସାର ପାଇଁ ଅପେକ୍ଷାରତ ଚାଷୀ

ଖୋର୍ଦ୍ଧା :- ସାର ପାଇଁ ଖୋର୍ଦ୍ଧା ଜିଲା ବେଗୁନିଆବ୍ଲକର ହଜ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିଧିପୁର ଜାଗେଶ୍ବରୀ ସେବାସମବାୟ ସମିତି ଲିଃରେ ଚାଷୀମାନଙ୍କ ଭିଡ  ଦେଖିବାକୁ ମିଳିଛି । ସାର ର ଅଭାବ ସାରା ଓଡ଼ିଶାରେ ପରିଲକ୍ଷିତ ହେଉଛି । ଏ ନେଇ ଚାଷୀ ମାନଙ୍କ ମନରେ ଘୋର ଅସନ୍ତୋଷ ଦାନା ବାନ୍ଧୁଛି ।ପ୍ରଶାସନ  ତୁରନ୍ତ ପଦକ୍ଷେପ ନେବା ପାଇଁ ଜନ ସାଧାରଣ ରେ ଦାବି ହେଉଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *