ତିନି ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କଲେ ନବୀନ

ଭୁବନେଶ୍ୱର:- ତିନୋଟି ଜିଲ୍ଲା ର ବିଜେଡି ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ଡଃ ନୃସିଂହ ଚରଣ ସାହୁ, କୋରାପୁଟ ର ଝିନ ହିକକା ଓ ରାୟଗଡ଼ା ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ସାରକା ଙ୍କୁ ଚୟନ କରିଥିବା ବେଳେ ତିନି ଜିଲ୍ଲାର ପାଞ୍ଚ ଜଣକୁ କାର୍ଯ୍ୟକାରୀ ସଭାପତି ରୂପେ ଚୟନ କରିଛନ୍ତି ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *