ଅର୍ଚ୍ଚନା ଙ୍କ ଅଭିଯୋଗ କ୍ରମେ ସ୍ବାମୀ ଜଗବନ୍ଧୁ  ଥାନାରେ ଅଟକ

ଭୁବନେଶ୍ୱର ;- ଅର୍ଚ୍ଚନା ନାଗ ଙ୍କ ଅଭିଯୋଗ କ୍ରମେ ଭୁବନେଶ୍ବର ମଞ୍ଚେଶ୍ଵର୍ ଥାନା ପୋଲିସ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି । ତାଙ୍କୁ ଓ ତାଙ୍କ ପୁଅକୁ ମାରିବାକୁ ଉଦ୍ୟମ କରୁଥିବା ଥାନା ରେ ଅଭିଯୋଗ କରିଛନ୍ତି ଅର୍ଚ୍ଚନା ।ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ କରିଛି ପୋଲିସ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *