ଭୁବନେଶ୍ୱର :- ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ବିକାଶର ଗତିକୁ ପଛୁଆ କରିଚାଲିଛି।
ଏକଦା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟରେ ୧ ନମ୍ବର ସ୍ଥାନ ହାସଲ କରି ରାଜ୍ୟ ପାଇଁ ଗୈାରବ ଆଣୁଥିଲା।

ଏବେ ମାତ୍ର ୧୪ ମାସରେ ବିଜେପି ସରକାର ରାଜ୍ୟକୁ ୮ ନମ୍ବର ସ୍ଥାନକୁ ଠେଲିଦେଲାଣି।ଲାଗୁଛି ୫ ବର୍ଷ ପୂରିଲା ବେଳକୁ ବୋଧହୁଏ ତାଲିକାର ଶେଷ ଆଡୁ ଆମେ ୧ ନମ୍ବର ମାନ୍ୟତା ହାସଲ କରିନେଇଥିବା।ଏକ ଅପାରଗ, ଦିଶାହୀନ, ମିଛୁଆ ସରକାର ବିକାଶର ପ୍ରତିଟି କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଧୋକ୍କା ଦେଇଚାଲିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now