ଦୁର୍ଲଭ ପ୍ରଜାତିର ଏଣ୍ଡୁଅ କୁ ଵନ ବିଭାଗ କୁ ହସ୍ତାନ୍ତର କଲେ ଗ୍ରାମବାସୀ

ଖୋର୍ଦ୍ଧା :-  କୋଟପଲ୍ଲା ବରସାହି ଗାଁରେ ଏକ ଦୁର୍ଲଭ ପ୍ରଜାତିର ଏଣ୍ଡୁଅ କୁ ଗ୍ରାମବାସୀମାନେ ଉଦ୍ଧାର କରି ବନ ବିଭାଗଙ୍କ ହାତରେ ସୁରକ୍ଷିତ ଭାବରେ ହସ୍ତାନ୍ତର କରିଛନ୍ତି।



ଏହି ଘଟଣା ପୋଡାଡିହ ଗ୍ରାମପଞ୍ଚାୟତ ଅଧୀନସ୍ଥ ବରସାହି ଗାଁରେ ଘଟିଥିଲା। ଗାଁର କିଛି ଯୁବକ ପ୍ରଥମେ ଏଣ୍ଡୁଆକୁ ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ଧରି ସୁରକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ବନ ବିଭାଗର କର୍ମଚାରୀଙ୍କୁ ସୂଚନା ଦେଇଥିଲେ।

Advertisement



ବନ ବିଭାଗର ଅଧିକାରୀମାନେ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ହାତରୁ ଏଣ୍ଡୁଅ କୁ ନେଇଥିବା ସହ ସୁରକ୍ଷିତ ଜଙ୍ଗଲ ଅଞ୍ଚଳରେ ଛାଡ଼ାହେବାକୁ କହିଛନ୍ତି।
ଗ୍ରାମବାସୀଙ୍କ ଏହି ପ୍ରୟାସକୁ ବନ ବିଭାଗ ସ୍ୱାଗତ କରି ପ୍ରଶଂସା କରିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *