ଅମଲା ଆନ୍ଦୋଳନ ସ୍ଥଗିତ : ରାଜ୍ୟ ସଂଘ

ଭୁବନେଶ୍ୱର, ୨୫/୦୮: – ୧୫ ଦିନ ପରେ ସ୍ଥଗିତ ହେଲା ଆନ୍ଦୋଳନ । ସଭାପତି ତ୍ରିପତି ବାଲାଜୀ ଙ୍କ ସୂଚନା । ଅମଲା ଆମ ପରିବାର  ବୁଝାଇବା ମନାଇବା ଆମ କାମ କହିଲେ ମନ୍ତ୍ରୀ ।ଲୋକମାନେ ରାଜସ୍ବ ସେବା ପାଇଁ ହଇରାଣ ନ ହୁଅନ୍ତୁ । ରାଜ୍ୟ ସରକାର ଙ୍କ ସହ ଆଲୋଚନା ଓବନ୍ୟା ପରିସ୍ଥିତି , ନୂଆ ଖାଇ କୁ ଆଖି ଆଗରେ ରଖି ନିଷ୍ପତି ନେଲା ସଂଘ ।  ଏ ନେଇ ସୂଚନା ଦେଲେ ସଭାପତି ତ୍ରିପତି ବାଲାଜୀ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *