ନୂଆ ଦିଲ୍ଲୀ :- ଉପ ରାଷ୍ଟ୍ରପତି ପ୍ରାର୍ଥୀ ଙ୍କ ନାମ ଘୋଷଣା କଲା ଏନ ଡି ଏ । ସି .ପି. ରାଧାକ୍ରିଷ୍ଣନ୍ ଙ୍କ ନାମ ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା । ସେ ଏବେ ମହାରାଷ୍ଟ୍ର ର ରାଜ୍ୟପାଳ ଅଛନ୍ତି । ସେ ଜଣେ ଅଭିଜ୍ଞ ଓ ଦାୟିତ୍ବ ସମ୍ପନ୍ନ ବ୍ୟକ୍ତିତ୍ଵ । ସେ ପୂର୍ବରୁ ତାମିଲନାଡୁ ର ବିଜେପି ସଭାପତି ଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
