ଖୋର୍ଦ୍ଧା :- ଦେଶର ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ “ଏକ ପେଡ ମା କେ ନାମ” ପବିତ୍ର ରକ୍ଷାବନ୍ଧନ ଅବସରରେ ଖୋର୍ଦ୍ଧା ପୋଲିସ ପକ୍ଷରୁ ପ୍ରୋଜେକ୍ଟ ସମ୍ପର୍କ ଅଭିଯାନ ରେ ତରତୁଆ ସ୍ଥିତ ସଂରକ୍ଷିତ ପୋଲିସ ପଡିଆ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ଏସ ପି ସାଗରିକା ନାଥ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଗୁରୁଜୀ ଗୁରୁ ମା ଙ୍କ ସହ ଛାତ୍ର ଛାତ୍ରୀ , ପୋଲିସ ଅଧିକାରୀ ମାନେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଶପଥ ନେଇଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
