ବାକି ଟଙ୍କା ମାଗିବାରୁ ବେକ କଟିଲା

ଜୟପୁର :- ଜୟପୁର ନିକଟସ୍ଥ ପାତ୍ରପୁଟ ଠାରେ ଘଟିଛି ଅଭାବନୀୟ ଘଟଣା। ବାକି ଟଙ୍କା ମାଗିବାରୁ ବେକ କଟିଲା ଦୁବୃର୍ତ୍ତ । ପେଟ୍ରୋଲ ପମ୍ପ କର୍ମଚାରୀ

ଙ୍କ  ବେକ କଟିଲା ଦୁବୃର୍ତ୍ତ । ସୂଚନାଯୋଗ୍ୟ jrcଆହତ କର୍ମଚାରୀ ହେଲେ ବୈପାରିଗୁଡ।ର ରାଜେନ୍ଦ୍ର ଖିଲ। ଅଭିଯୁକ୍ତ ବୁଡୁ ନାଗକୁ ଘୋଷାରି ଘୋଷାରି ପିଟିଲେ ଗ୍ରାମବାସୀ । ଉଭୟଙ୍କୁ ମେଡିକାଲ ରେ ଭର୍ତ୍ତି କଲା ପୋଲିସ ।

Advertisement

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *