ଅଗଷ୍ଟ ୨ ରେ ଆସିବ ପିଏମ୍ କିଶାନ୍ ଟଙ୍କା

ନିଉଦିଲ୍ଲୀ:- ଆସନ୍ତା ଅଗଷ୍ଟ ମାସ ୨ ତାରିଖ ରେ ମିଳିବ ପି ଏମ୍ କିଶାନ ଟଙ୍କା ।  ଡିବିଟି ଜରିଆରେ ୨୦ତମ କିସ୍ତି ପ୍ରଦାନ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରତ୍ୟେକ ହିତାଧିକାରୀ ଙ୍କୁ ମିଳିବ ୨୦୦୦ ଟଙ୍କା। ୯ କୋଟି ୭୦ ଲକ୍ଷ୍ ହିତାଧିକାରୀଙ୍କୁ ଡିବିଟି ଜରିଆରେ ମିଳିବ ୨୦ ହଜାର ୫୦୦ କୋଟି ଟଙ୍କା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *