ବଲାଙ୍ଗୀର :- “ଏକ ପେଡ ମା କେ ନାମ” ରେ ବିଦ୍ୟାଳୟ ମାନଙ୍କରେ ଗଛ ନ ଲାଗିଥିବାରୁ ଦରମା ବନ୍ଦ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।ଜୁଲାଇ ମାସରେ ଦରମା ବନ୍ଦ କରିଛନ୍ତି ଡି ଇ ଓ। ଗଛ ଲଗାଇବାରେ ଟାର୍ଗେଟ ପୂରଣ ନ କରିବାରୁ ଦରମା ବନ୍ଦ । ପରିବେଶ ସୁରକ୍ଷା ଦିଗରେ ତତ୍ପର ଅଛନ୍ତି ସରକାର ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now