ଆଜି କାର୍ଯ୍ୟରେ ଯୋଗଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ

ଖୋର୍ଦ୍ଧା  :- ଆଜି ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଖୋର୍ଦ୍ଧା ର ନୂତନ ଜିଲ୍ଲାପାଳ  ଅମ୍ରିତ ଋତୁରାଜ । ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଚିଠି ସଂଖ୍ୟା 24877/AIS.I ତାରିଖ ୨୨.୦୭.୨୦୨୫ ଅନୁଯାୟୀ ଶ୍ରୀ ଋତୁରାଜ ଙ୍କୁ ବିଭାଗ ଖୋର୍ଦ୍ଧା ଜିଲ୍ଲାପାଳ ରୂପେ ନିଯୁକ୍ତି ଦେଇଛନ୍ତି ।୨୦୧୫ ବ୍ୟାଚ ଆଇ. ଏ .ଏସ. ଶ୍ରୀ ଋତୁରାଜ କନ୍ଧମାଳ ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲାପାଳ ରୂପେ ବଦଳି କରିଛନ୍ତି ସରକାର ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *