ରଥଯାତ୍ରା ଅବ୍ୟବସ୍ଥା ନେଇ ବିଜେଡି ପ୍ରତିନିଧି ମଣ୍ଡଳୀ ମହାମହିମ  ରାଜ୍ୟପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ଵର:- ଆଜି ଶଙ୍ଖ ଭବନ ରୁ ବାହାରି ରାଜଭବନ ଚାଲିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ର ବରିଷ୍ଠ ଉପ ସଭାପତି ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରଥଯାତ୍ରା ରେ ଅବ୍ୟବସ୍ଥା, ରଥ ଟଣା ରେ ବିଳମ୍ବ, ଦଳାଚକଟା ରେ ଶ୍ରଦ୍ଧାଳୁ ମୃତ, ୭୫୦ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଆହତ ହେବା , ଅଧିକ କର୍ଡ଼ନ ପାସ ଇଶୁ, ସ୍ଥାୟୀ ପରିଚାଳନା କମିଟି ଗଠନ ନକରିବା ଆଦି ବିଭିନ୍ନ ତଥ୍ୟ ସମ୍ବଳିତ ଏକ ସ୍ମାରକପତ୍ର ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହାଇକୋର୍ଟ ଜଜ ଙ୍କ ନେତୃତ୍ୱରେ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମ ବିଜୁ ଜନତା ଦଳ ର ବିଧାୟକ, ସାଂସଦ ଓ ବିଧାୟକ ପ୍ରାର୍ଥୀ, ଯୁବ ନେତୃତ୍ବ ମାନେ ଯୋଗ ଦେଇଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *