ନିଜେ ଚାଲିଗଲେ ହେଲେ ସୁରକ୍ଷା ଦେଲେ ଯାତ୍ରୀଙ୍କୁ

କୋରାପୁଟ,(୨୦/୧୧):- ବର୍ତ୍ତମାନ ର ବଡ ଘଟଣା ।ଚଳନ୍ତା ବସ ରେ ଚାଳକକୁ ହେଲା ହୃଦଘ।ତ  ।ବିଜୟନଗରମ ରୁ ମାଲକାନଗିରି ଆସୁଥିଲା ଯାତ୍ରୀବାହୀ OSRTC ବସ। ବସ ରେ ଥିଲେ ୨୫ ରୁ ଉର୍ଦ୍ଧ ଯାତ୍ରୀ । କୁନ୍ଦୁଲି ନିକଟରେ ହୃଦଘ।ତ ର ଶିକାର ହେଲେ ଡ଼୍ରାଇଭର ମାତ୍ର ଯାତ୍ରୀଙ୍କୁ ସୁରକ୍ଷା ଦେଇଛନ୍ତି ସେ । ତାଙ୍କୁ କୋରାପୁଟ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଡ଼୍ରାଇଭର ହେବତ ଏମିତି । ନିଜର ଜୀବନ ଚାଲିଗଲେ ମଧ୍ୟ ସୁରକ୍ଷା ଦେଲେ ଅନ୍ୟକୁ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *