ଖୋର୍ଦ୍ଧା ସଦର ଥାନା ଅଞ୍ଚଳ ରେ ଲଜ୍ୟା

ଖୋର୍ଦ୍ଧା :- ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଲଜ୍ଜ୍ୟା। ଘରେ ସ୍ବାମୀ ନଥିବାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ କରିଥିବା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ବୋଲି ସୂଚନା । ଥାନାରେ ଅଭିଯୋଗ ପରେ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରି ପୋଲିସର ତଦନ୍ତ ଆରମ୍ଭ। ଅଭିଯୁକ୍ତ କୁ ଧରିବାକୁ ପୋଲିସର ଚଢ଼ାଉ ଜାରି । ଅବସରପ୍ରାପ୍ତ ସେନା କର୍ମଚାରୀ ଫେରାର ଥିବା ପୋଲିସର ସୂଚନା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *