ଜଳେଶ୍ବର: ବନ୍ଦ କଠୋରୀ ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ଜଳେଶ୍ବର ପୁଲିସ।ପଥରପୁରା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ୧୦ ଦିନ ତଳେ କନ୍ୟା ସନ୍ତାନଜନ୍ମ ଦେଇଥିଲେ ମା ।କାହିଁକି ଜନ୍ମ କଲା ଝିଅ ..ଝିଅ ଜନ୍ମ ପାଇଁ ନିର୍ଯାତନା ଦିଆଯାଉଥିଲା ଝିଅକୁ ବୋଲି ବାପା ଘର ପକ୍ଷରୁ ଅଭିଯୋଗ କଲେ ଥାନାରେ ।ଅଭିଯୁକ୍ତ ସ୍ବାମୀ ଓ ଶ୍ବଶୁର ସମେତ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
