ଆଜି ବିଶ୍ୱ ସର୍ପ ଦିବସ:
ବର୍ଷାଋତୁରେ ବଢୁଛି ସାପ କାମୁଡା ମାମଲା;
ଅନ୍ଧବିଶ୍ୱାସ ଯୋଗୁ ଚାଲିଯାଉଛି ବହୁ ଅମୂଲ୍ୟ ଜୀବନ
ବର୍ଷକରେ ଡିଏଚ୍ଏଚ୍ ରେ ଚିକିତ୍ସିତ ହୋଇଛନ୍ତି ୧୫୮ଜଣ, ୩ବର୍ଷ ରେ ୩୯ଜଣଙ୍କ ମୃତ୍ୟୁ ହୋଇଛି ଖୋର୍ଦ୍ଧା: – ବର୍ଷା ଦିନ ଆସିଲେ ବିଭିନ୍ନ ଗାତ ଓ ସନ୍ଧିରେ…
