Blog

ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସୁଗିତ ଘଟଣାଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ମୁଖରେ ବିଜେଡିର ବିକ୍ଷୋଭ

ତ୍ରୁଟିଶୂନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ବିଫଳ ସରକାର ଉତ୍ସବ ମୁଖର, ଚାକିରି ଆଶାୟୀ ହତାଶ ପରୀକ୍ଷା ବିଭ୍ରାଟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ ଭୁବନେଶ୍ୱର,…

ବ୍ରହ୍ମପୁର ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି

ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ ଦାବି ମୋହନ ସରକାର ହଟାଅ ନାରାରେ କମ୍ପିଲା ବିକ୍ଷୋଭସ୍ଥଳ ବ୍ରହ୍ମପୁର:- ୨୧/୦୭:…

ସମ୍ବଲପୁର ଆରଡିସି ଅଫିସ ଆଗରେ ବିକ୍ଷୋଭ  ପ୍ରଦର୍ଶନ କଲା ବିଜେଡି

ହଜାର ହଜାର ବିଜେଡି କର୍ମୀ ବିକ୍ଷୋଭରେ ସାମିଲ ସମ୍ବଲପୁର:-୨୧/୦୭: -ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ମହିଳାଙ୍କ ବିରୋଧରେ ଅପରାଧରେ ଅହେତୁକ ବୃଦ୍ଧି ବିରୋଧରେ ଓ ଏଫଏମ କଲେଜ ଛାତ୍ରୀଙ୍କୁ…

କଟକ ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି

ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ ଦାବି ହଜାର ହଜାର ବିଜେଡି କର୍ମୀ ବିକ୍ଷୋଭରେ ସାମିଲ ମୋହନ ସରକାର…

ମହିଳାଙ୍କ ଉପରେ ଅତ୍ୟାଚାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ରହୁ : ବିଜେଡି

ଉଦିତଙ୍କ ଉପ ଉପରେ ଯେଉଁ ଅଭିଯୋଗ ଆସିଛି, ତାହା ଅତ୍ୟନ୍ତ ସଙ୍ଗୀନ ଅଟେ ଭୁବନେଶ୍ୱର:- ୨୧ /୦୭ -ଯୁବତୀଙ୍କୁ ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତିଙ୍କ…

ସଂସଦ ର ପ୍ରଥମ ଦିନରେ ଇସ୍ତଫା ଦେଲେ ଉପ ରାଷ୍ଟ୍ରପତି

ନୂଆଦିଲ୍ଲୀ :-ଉପ-ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ । ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଉପ ରାଷ୍ଟ୍ରପତି । ୨୦୨୨ ମସିହାରୁ ଉପ ରାଷ୍ଟ୍ରପତି…

ନୂଆଗଡ ଗ୍ରାମ ପଂଚାୟତରେ  ମିଳିତ ଜନଶୁଣାଣି  ଶିବିର ଅନୁଷ୍ଠିତ

ଖୋର୍ଦ୍ଧା–21/7- ଟାଙ୍ଗୀ ବ୍ଲକ ଅନ୍ତର୍ଗତ, ନୂଆଗଡ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ  ମିଳିତ ଜନ ଶୁଣାଣି ଶିବିର,ଖୋର୍ଦ୍ଧା ର ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା…

ଯୋଗାଣମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ଲାଷ୍ଟିକ ନୁହେଁ ବରଂ କାଚ ବୋତଲରେ ତେଲ ଦେଇପାରିବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର :- ବାଲେଶ୍ୱର ଫକୀରମୋହନ କଲେଜ ଘଟଣା ପରେ ରାଜ୍ୟ ଯୋଗାଣ ବିଭାଗ ଏକ ବଡ଼ ନିର୍ଦ୍ଦେଶନାମା ଜାରି କରିଥିଲେ । ଏଥିରେ କୁହାଯାଇଥିଲା କି କୌଣସି…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ମୃତକ ଙ୍କୁ ସହାୟତା ଘୋଷଣା

ପୁରୀ :- ପୁରୀଠାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ସ୍ୱୟଂ ଶୁଭମ ସେନାପତି (ପିତା – ପ୍ରଭାତ କୁମାର ସେନାପତି) ଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ…