ବିଦ୍ୟାର୍ଥୀ ପକାଇବେ ଗେରୁଆ ଆଇ-କାର୍ଡ
ଟୋପି ଓ ଟି-ସାର୍ଟ ବ୍ରାଣ୍ଡିଂରେ ହେଲା ପରିବର୍ତ୍ତନ
ଭୁବନେଶ୍ଵର :- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର(ଆଇ-କାର୍ଡ)ରେ ଲାଗିବ ଗେରୁଆ ରଙ୍ଗ ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ…
