ବୋଲଗଡ:- (ଶୁଭ ଖବର)ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବୋଲଗଡ ବ୍ଲକ ମିଶନ ଶକ୍ତି ଭବନରେ ବି. ପି. ସି ସ୍ବର୍ଣ୍ଣପ୍ରଭା ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଯୋଗ ଦିବସ ପାଳିତ ହୋଇଯ।ଇଛି ।ଏଥିରେ ବ୍ଲକ ମହିଳା ମହାସଂଘ ର ସଭାନେତ୍ରୀ ଶ୍ରୀମତୀ ଶୈଳ ଵାଳା ବାହିନୀପତି, ବି. ଏଲ. ସି ଈଶ୍ୱର ଚନ୍ଦ୍ର ପରିଡା, ଜୟ ପ୍ରସାଦ ସାହୁ,ସସ୍ମିତା ସାମନ୍ତରାୟ ଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
