ଭୁବନେଶ୍ଵର :- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାରୁ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱ ରେ ସତାଧିକ ବିଜୁ ପ୍ରେମୀ ବିଜୁ ପଟ୍ଟନାୟକ ଏୟାରପୋର୍ଟ ରେ ଏକାଠି ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଓ ସାଢେ ଚାରିକୋଟି ଓଡିଆଙ୍କ ଆଶୀର୍ବାଦ ଓ ଖୋରଧା ବାସୀ ଙ୍କ ର ଭଲପାଇବାରୁ ଆପଣ ଆହୁରି ସୁସ୍ଥ, ସବଳ ହୋଇ ଫେରନ୍ତୁ, ଓଡ଼ିଶା ବାସୀ ଆପଣଙ୍କୁ ଅପେକ୍ଷା କରିଛନ୍ତି ଆପଣ ସେମାନଙ୍କ ସେବାରେ ଯଥା ଶୀଘ୍ର ନିଜକୁ ନିୟୋଜିତ କରନ୍ତୁ ଆପଣଙ୍କ ସଫଳ ଚିକିତ୍ସା ଏବଂ ନିରାମୟ ଦୀର୍ଘାୟୁ ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now