ଅଭାବନୀୟ ଘଟଣା କନ୍ୟା ସନ୍ତାନ ଜନ୍ମ ଦେବାରୁ ମାରିଦେଲେ  ମା କୁ

ଜଳେଶ୍ବର: ବନ୍ଦ କଠୋରୀ ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ଜଳେଶ୍ବର ପୁଲିସ।ପଥରପୁରା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ୧୦ ଦିନ ତଳେ କନ୍ୟା ସନ୍ତାନଜନ୍ମ ଦେଇଥିଲେ ମା ।କାହିଁକି ଜନ୍ମ କଲା ଝିଅ ..ଝିଅ ଜନ୍ମ ପାଇଁ ନିର୍ଯାତନା ଦିଆଯାଉଥିଲା ଝିଅକୁ ବୋଲି ବାପା ଘର ପକ୍ଷରୁ ଅଭିଯୋଗ କଲେ ଥାନାରେ ।ଅଭିଯୁକ୍ତ ସ୍ବାମୀ ଓ ଶ୍ବଶୁର ସମେତ ୩ ଜଣଙ୍କୁ ଅଟକ ରଖି  ତଦନ୍ତ ଜାରି ରଖିଛି ପୁଲିସ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *