ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ବର୍ଗତଃ ଗଗନ ବିହାରୀ ପୃଷ୍ଟି ଓ ସ୍ବର୍ଗତା ସରସ୍ଵତୀ ରାଉତ

କେନ୍ଦ୍ରାପଡ଼ା:- (ଶୁଭ ଖବର) ତିର୍ତ୍ତୋଲ ବ୍ଲକ ସାମନ୍ତରାୟ ପୁର ପଞ୍ଚାୟତ ସିରସ୍ଥା ଗ୍ରାମର ସ୍ୱର୍ଗତଃ ଗଗନବିହାରୀ ପୃଷ୍ଟି  ଓ ମାର୍ଶାଘାଇ ବ୍ଲକ ଦଶିପୂର୍ ଗ୍ରାମପଞ୍ଚାୟତ ବାଲଣା ଗ୍ରାମର ବିଜୁ ମହିଳା ଜନତା ଦଳର ନାରୀନେତ୍ରୀ କଲ୍ୟାଣୀ ରାଉତ ‘ ଙ୍କ ସୁପୁତ୍ର ଯୁବନେତା ସ୍ବରାଜ ରାୟ ‘ଙ୍କ ଜେଜେ ମା ‘ ସ୍ୱର୍ଗତଃ ସରସ୍ଵତୀ ରାଉତ ‘ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କର ଅମର ଆତ୍ମାର ଶଦ୍ଗତି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ।ପୂର୍ବତନ ମନ୍ତ୍ରୀ ଙ୍କ ଏତାଦୃଶ କାର୍ଯ୍ୟକ୍ରମ ପାଇଁ ସ୍ବର୍ଗତଃ ପୃଷ୍ଟି ଓ ସ୍ବର୍ଗତା ରାଉତ ଙ୍କ ପରିବାର, ବନ୍ଧୁ ବାନ୍ଧବ ଓ ଅଞ୍ଚଳ ବାସି ପ୍ରଂଶସl କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *