ବାରବାଟି ରେ ହେବ ପ୍ରଥମ T20

ଡିସେମ୍ବର ୯ରେ କଟକ ବାରବାଟୀରେ ହେବ ଟି-ଟ୍ବେଣ୍ଟି ।ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ ହେବ।BCCI ପକ୍ଷରୁ ଜାରି ହେଲା ବିଧିବଦ୍ଧ ଖେଳସୂଚୀ । ନଭେମ୍ବରରୁ ଭାରତ ଗସ୍ତରେ ଆସୁଛି ଦକ୍ଷିଣ ଆଫ୍ରିକା ଦଳ ।
୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ହେବ ବାରବାଟି ରେ ।
ପ୍ରଥମ ଟି-ଟ୍ବେଣ୍ଟି ବାରବାଟୀରେ ହେବ ବୋଲି ସୂଚନା ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *