ଶ୍ରୀ ଯଜ୍ଞନାରାୟଣାୟପୀଠରେ ଦ୍ବିତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ



ଖୋର୍ଦ୍ଧା, (ଶୁଭ ଖବର ) :- ଖୋର୍ଦ୍ଧା ଜିଲ୍ଲା ଗୁଡ଼ୁମ୍ ଗ୍ରାମର ଶ୍ରୀ ଯଜ୍ଞନାରାୟଣାୟପୀଠରେ ଦ୍ବିତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ମୁଖ୍ୟ ପୁରୋଧା କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ଗୋକୁଳାନନ୍ଦ ତ୍ରିପାଠୀ ଏବଂ ଯଜ୍ଞ ପୁରୋଧା ରେନ୍ଦ୍ର କୁମାର ଦାଶଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।

Advertisement

ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଧେନୁପୂଜା ଦେବତା ଅର୍ଜନ ବି ପୂର୍ବକ ରୀତିନୀତି ଅନୁଯାୟୀ କରାଯାଇଥିଲା । ରାଷ୍ଟ୍ରୀୟ ପ୍ରବଚକ ବାବାଜୀ ସତ୍ୟାନନ୍ଦ ଦାସ ପ୍ରବଚନ ଦେଇଥିଲେ ।ସମାଜସେବୀ ଗୋଲଖଚନ୍ଦ୍ର ସାହୁ ନାରାୟଣ ବେହେରା ଏବଂ ଅକ୍ଷୟ କୁମାର ମହାପାତ୍ର ପୂର୍ଣାହୂତୀ କାର୍ଯ୍ୟରେ ମୁଖ୍ୟ ଅତିଥ୍ ଏବଂ ସମ୍ମାନୀତ ଅତିଥ୍‌ ଭାବେ ଯୋଗଦେଇଥିଲେ । ଗୁଡ଼ୁମ୍ ଗ୍ରାମବାସୀଙ୍କ ମିଳିତ ସ‌ହ‌ଯୋଗରେ ମହାଯଜ୍ଞ ଶେଷ ହୋଇଥିଲା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *