ଆସନ ସଂରକ୍ଷଣ କାର୍ଯ୍ୟ ସ୍ଥଗିତ କଲା ବିଭାଗ

ଭୁବନେଶ୍ୱର, (14/04)ଏପ୍ରିଲ୍‌ରେ_ହେବନି ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣ।ସ୍ଥଗିତ ରହିଲା ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣ ପ୍ରକ୍ରିୟା । ଏପ୍ରିଲ୍‌ରେ ହେବନି ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣ । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *