ଭାରତ ପେଟ୍ରୋଲିୟମ ସ୍ବର୍ଣ୍ଣଜୟନ୍ତୀ ରେ ରକ୍ତଦାନ ଶିବିର

ଖୋର୍ଦ୍ଧା, (୨୬/୦୧):- ଖୋର୍ଦ୍ଧା ସ୍ଥିତ ଭାରତ ଗ୍ୟାସ ବଟଲିଂ ପ୍ଲାଣ୍ଟ ରେ  ଭାରତ ପେଟ୍ରୋଲିୟମ ର ସ୍ବର୍ଣ୍ଣଜୟନ୍ତୀ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ ପ୍ଲାଣ୍ଟ ର ସୁରକ୍ଷା ଅଧିକାରୀ ସୌମ୍ୟ ସୋରେନ ମହୋଦୟ ନିଜେ ରକ୍ତ ଦାନ କରି ଉଦଘାଟନ କରିଥିଲେ।


ରକ୍ତଦାନ ଶିବିର ଟି ଓଡ଼ିଶା ରକ୍ତ କେନ୍ଦ୍ର ର ସହଯୋଗ ରେ ସଫଳ ଭାବେ ଆୟୋଜିତ ହୋଇଯାଇଅଛି|ଏହି ଶିବିରରେ କମ୍ପାନୀ ର କର୍ମକର୍ତ୍ତା ମାନେ ୨୭ ଟି ରକ୍ତ ଦାନ କରିଥଲେ। ରକ୍ତାଭାବ ସମୟରେ ଏଭଳି ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଆୟୋଜନ ପାଇଁ  ଭାରତ ପେଟ୍ରୋଲିୟମ କୁ ଜନସାଧାରଣ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *