ବେଆଇନ ଖଣି କାରବାର ନେଇ ଗୁଳିକାଣ୍ଡ ସୂଚନା : ଯୁବକ ମୃତ

ଖୋର୍ଦ୍ଧା, (୧୯/୦୧) :- ବେଗୁନିଆ ବ୍ଲକ୍ ଦେଉଳି ପଞ୍ଚାୟତ  ଜାମୁ ସାହି ର ବାସୁଦେବ ପରିଡ଼ା (୪୨) କୁ ଦଲକ୍ ରୋଡରେ କେଇଁ ଦୁବୃର୍ତ୍ତ ଗୁଳିମାଡ କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଖୋରଧା ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଏଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଚାପା ଉତ୍ତେଜନା ଦେଖାଦେଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *