ଖୋର୍ଦ୍ଧା, (୧୯/୦୧):- ଖୋରଧା ନୂଆ ବସ ଷ୍ଟାଣ୍ଡ ସ୍ଥିତ ଏଚ ଏଚ୍ ଟାଇମ୍ସ କୁ ଆସିଲା ଟାଇଟନ୍ ର ନୂତନ ବ୍ରାଣ୍ଡ ଡୁକାଟି । ଏହି ଶୁଭ ଅବସରରେ ଖୋରଧା ର ଗଣ ମାଧ୍ୟମ ପ୍ରତିନିଧି ଙ୍କ ଗହଣରେ ଏହାର ଶୁଭ ଉଦ୍ଘାଟନ ସାମ୍ବାଦିକ ମାନଙ୍କୁ ଡାକି ଏହାର ଶୁଭ ଉଦ୍ଘାଟନ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ଟି ଏଚ ଏଚ୍ ଟାଇମ୍ସ ର ସତ୍ଵାଧିକାରୀ ଅବଦୁଲ ବାର ତତ୍ୱାବଧାନ ରେ ବରିଷ୍ଠ ସାମ୍ବାଦିକ ତପନ କୁମାର ନାୟକ ସମାଜ ସେବୀ ଇବ୍ରାହିମ ଖାନ ଏହାର ଶୁଭ ଉନ୍ମୋଚନ କରିଥିବାବେଳେ ବହୁ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
