ଆସୁଛି ପୁଣି ଆଉ ଏକ ଲଘୁଚାପ ଚାଷୀ ମୁଣ୍ଡରେ ଚଡ଼କ

ଭୁବନେଶ୍ଵର :- ଶୀତରେ ଥରୁଛି ସାରା ଓଡିଶା, ଏହାରି ଭିତରେ ଆସୁଛି ଆଉ ଏକ ଲଘୁଚାପ ।୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି ।ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବ ବୋଲି ସୂଚନା । ଏହା ୨୪ ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବ ।४० ୪୮ଘଣ୍ଟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏହା ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *