ଭିଜିଲାନ୍ସ ଜାଲରେ ତହସିଲ କର୍ମଚାରୀ

ଖୋର୍ଦ୍ଧା (୧୫/୧୦):- ବେଗୁନିଆ ତହସିଲ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍ ।

ଜନୈକ ବ୍ୟକ୍ତିଙ୍କର ଜମି କିସମ ପରିବର୍ତ୍ତନ କରିବା ପାଇଁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ବୋଲି ସୂଚନା । ତଦନ୍ତ ଜାରି ରଖିଛି ଟିମ୍ ।ଭିଜିଲାନ୍ସ ଚଢ଼ାଉରେ ୩ ଡ଼ିଏସପି  ୨ଇନ୍ସପେକ୍ଟର ମିଳିତ ଭାବେ ତହସିଲ କାର୍ଯ୍ୟାଳୟ ଓ ସ୍ମୃତି ଙ୍କ ଘରେ ଜାରି ରଖିଛନ୍ତି ଚଢ଼ାଉ ।

Advertisement

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *