ଭୁବନେଶ୍ବର :- ଏନ୍. ଥୁରୁମାଳା ନାଏକ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ । ବିଏମସି କମିଶନର ଚଞ୍ଚଳ ରାଣାଙ୍କୁ ଅତିରିକ୍ତ ଦାୟିତ୍ଵ ।ବିଡିଏ ଉପାଧ୍ଯକ୍ଷ ଓ ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡର ଏମ ଡି ନିଯୁକ୍ତ ।ମାନସୀ ନିମ୍ଭାଳ ଉଠା ଜଳସେଚନ ନିଗମ ଏମ ଡି ନିଯୁକ୍ତ ।ସୁରେନ୍ଦ୍ର କୁମାର ମୀନା ହେଳେ ST/SC ବିକାଶ ବିଭାଗର ଅତିରିକ୍ତ ସଚିବ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now