ବିଜେଡି ରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ

ଭୁବନେଶ୍ୱର,(୧୨/୦୯):- ଦଳ ବିରୋଧୀ  କାର୍ଯ୍ୟ ଅଭିଯୋଗ ରେ ଦଳ ରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ । ଦଳ ସଭାପତି ର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ କରିଛନ୍ତି ଉପ ସଭାପତି ପ୍ରତାପ ଜେନା  ।

ଗତକାଲି  ମୁଁହ ଖୋଲିଥିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ। କହିଲେ ମୁଁ ଏବେ ବି ବିଜେଡ଼ିରେ ଅଛି ଆଉ ଆଗକୁ ଯଦି ଦଳ ଠିକ ନ ଚାଲେ ଦଳଠୁ ଦୁରେଇଯିବି ।ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରିପାରୁନାହି ଓ ପୂର୍ବ ବିଚାରଧାରାରେ ଦଳ ଆଉନାହିଁ ବୋଲି କହିଥିଲେ ପ୍ରଫୁଲ୍ଲ ମଲ୍ଲିକ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *