ଉପରାଷ୍ଟ୍ରପତି ନିର୍ବାଚନ ରେ ଭାଗ ନେବନି ବିଜେଡି

ନିଉ ଦିଲ୍ଲୀ :- ଆସନ୍ତା ୯ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ରେ ଭାଗ ନେବନି ବିଜେଡ଼ି। ସମ ଦୂରତା ବଜାୟ ରହିଛି ବିଜେଡି । କୌଣସି ମେଣ୍ଟକୁ ସମର୍ଥନ ନ କରିବା ନେଇ ସୂଚନା । ନବୀନ ବାବୁ ଏବେ ଦିଲ୍ଲୀ ରେ ଦେଇଛନ୍ତି । ଆଉ କିଛି ସମୟପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେବ ଦଳ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *