ଦୁଇ ବାଇକ୍ ଲୁଟେରା ଗିରଫ :  ସାତୋଟି ବାଇକ ଜବତ କଲା ଶିଳ୍ପାଞ୍ଚଳ ପୋଲିସ

ଖୋର୍ଦ୍ଧା : ଖୋରଧା ମୁକୁନ୍ଦପ୍ରସାଦ ବାଇପାସ୍ ଠାରେ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଶିଳ୍ପାଞ୍ଚଳ ଥାନା ର ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଜୟସିଂହ ଓ ତାଙ୍କ ଟିମ୍ ସହ ମିଳିତ ଯାଞ୍ଚ ସମୟରେ ଦୁଇଟି ନମ୍ବର ବିହୀନ ବାଇକ ଓ ଦୁଇ ଜଣଙ୍କୁ ଅଟକ ରଖି ଗଡଖୋର୍ଦ୍ଧ। ଓ ଜେମାଦେଇ ଠାରେ ରେଡ୍ କରି ଆଉ ୫ଗୋଟି ମୋଟର ସାଇକେଲ ସହ ଦୁଇଟି ମୋବାଇଲ ଫୋନ ଓ ମାଷ୍ଟର କି ଜବତ କରିଛି ପୋଲିସ ବୋଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା  କରିଛନ୍ତି କେନ୍ଦ୍ରାଞ୍ଚଳ ଡି ଆଇ ଜି ଡଃ ସତ୍ୟଜିତ ନାୟକ, ଉପସ୍ଥିତ ଥିଲେ ଖୋରଧା ଏସ ପି ବିବେକାନନ୍ଦ ଶର୍ମା ଓ ସମସ୍ତ ଅଧିକାରୀ ବୃନ୍ଦ ।

                         ଜବତ ୭ଗୋଟି ମୋଟର ସାଇକେଲ

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *