ଭୁବନେଶ୍ବର , ୩୦/୦୮ :- କାଲିମେଳା ବ୍ଲକ ମୋଟୁ ପଞ୍ଚାୟତ ର କୋୟା ସମାଜ ର ଏକ ପ୍ରତିନିଧି ମଣ୍ଡଳୀ ଦଣ୍ଡକାରଣ୍ୟ ଲିବେରେସନ ସଂସ୍ଥା ର ଜାତୀୟ ସମ୍ପାଦକ ତଥା ସମାଜସେବୀ ଲଳିତ ମାଡକ।ମି ଙ୍କ ନେତୃତ୍ୱରେ ଯାଇ କୋୟା ସମାଜ ପାଇଁ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ପାଞ୍ଚ ଏକର ଜମି ଚିହ୍ନଟ କରି ପ୍ରଦାନ କରିବାକୁ ନିବେଦନ କରିଥିବାବେଳେ ଡି ଏଫ୍ ଓ ମଧ୍ୟ ଏ ସମ୍ପର୍କରେ ନିଶ୍ଚୟ କୋୟା ସମାଜ କୁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହି ପ୍ରତିନିଧି ମଣ୍ଡଳୀ ରେ ରାଜେଶ ସଲବାମ, ତନ୍ମୟ ଉର୍ମ, ରାଜା ଦରି, ମୁକେଶ କତମ୍, ରମେଶ ମୁଡ଼ିଆମ୍ ଙ୍କ ସହ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
