ITBP ରେ ତେଜିଲା ଛାତ୍ର ଆନ୍ଦୋଳନ

ଖୋର୍ଦ୍ଧା : ଖୋରଧା ଉପକଣ୍ଠସ୍ଥ ତରତୁଆ ସ୍ଥିତ ITBP ରେ ତେଜିଲା ଛାତ୍ର ଆନ୍ଦୋଳନ। ପୂର୍ବରୁ ଏହି କ୍ୟାମ୍ପସ ରେ ପବ୍ଲିକ ସ୍କୁଲ ଖୋଲିଥିଲା । ସେ ବିଦ୍ୟାଳୟ ରେ ଆଡ଼ମିଶନ ଚାଲିଥିଲା । ମାତ୍ର ସେହି କ୍ୟାମ୍ପସ ସେ ଖୋଲିଲା କେନ୍ଦ୍ରୀୟ ବିଦ୍ୟାଳୟ। ମାତ୍ର ସବୁ ଛାତ୍ର ଛାତ୍ରୀ ଙ୍କୁ  କେନ୍ଦ୍ରୀୟ ବିଦ୍ୟାଳୟ ରେ ନାମ ଲେଖା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ ଏହା କାର୍ଯ୍ୟକାରୀ ନ କରିବା ଓ ଅଧାରୁ ବନ୍ଦ କରିବା ଦୂର୍ଭଗୁଜନିତ। ଶିକ୍ଷା ବର୍ଷ ଅଧାରୁ ଛାତ୍ର ଛାତ୍ରୀ ମାନେ କୋଉଠି ପଢ଼ିବେ ? ସେଥିପାଇଁ ଏ ନିଷ୍ପତି ପ୍ରତ୍ୟାହାର ଦାବିରେ ସେଠାରେ ତେଜିଛି ଛାତ୍ର ଆନ୍ଦୋଳନ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *