ପୁରୀ :- ଶ୍ରୀମନ୍ଦିର ଉପରକୁ ଛାଡ଼ିବାକୁ ବେହରାନଦ୍ୱାରଦେଇ ଉଦ୍ୟମ କରୁଥିଲେ ଜଣେ ଭକ୍ତ । ତାଙ୍କୁ କବୁ କରିଛନ୍ତି ସୁରକ୍ଷା କର୍ମୀ । ଯୁବକ ଜଣକ ଉତ୍ତରପ୍ରଦେଶ ର ବୋଲି ସୂଚନା । ବାରମ୍ବାର ଘଟୁଛି ଏଭଳି ଘଟଣା ।

Advertisement
Subha Khabar is now on Whatsapp
Join and get latest news update delivered to you via whatsapp
Join Now