ପୋଲାଭରମ୍ ପ୍ରକଳ୍ପ ଓଡ଼ିଶା ପାଇଁ ସାଜିବ କାଳ, ଜାତୀୟ ଜଳ କମିଶନଙ୍କ ଦୃଷ୍ଟି ଆକର୍ଷଣ କଲା ବିଜୁ ଜନତା ଦଳ

ନୂଆ ଦିଲ୍ଲୀ :- ପୋଲାଭରମ୍ ପ୍ରକଳ୍ପ ଓଡ଼ିଶା ପାଇଁ ସାଜିବ କାଳ, ଜାତୀୟ ଜଳ କମିଶନଙ୍କ ଦୃଷ୍ଟି ଆକର୍ଷଣ କଲା ବିଜୁ ଜନତା ଦଳ।ଆନ୍ଧ୍ରପ୍ରଦେଶ ନିର୍ମାଣ କରୁଥିବା ପୋଲାଭରମ୍ ପ୍ରକଳ୍ପ ଦ୍ବାରା ମାଲକାନଗିରିର ବହୁ ଅଞ୍ଚଳ ଜଳମଗ୍ନ ହେବ। ପୋଲାଭରମ୍ ପ୍ରକଳ୍ପ ଆଦିବାସୀଙ୍କ ଜୀବନଜୀବିକାକୁ ଗଭୀର ଭାବେ ପ୍ରଭାବିତ କରିବ।ତେଣୁ ଏହାକୁ ପ୍ରାଥମିକତା ଦେଇ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।ଦଳର ପ୍ରତିନିଧିମଣ୍ଡଳୀ ଓଡ଼ିଶାର ସମସ୍ୟା ନେଇ କମିଶନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *