ଗଡ଼ିଲା ଆଇନ ସଚେତନତା ରଥ

ଖୋର୍ଦ୍ଧା : ୨୨/୦୫ (ଶୁଭ ଖବର)ବୋଲଗଡ ବ୍ଲକ କାର୍ଯ୍ୟାଳୟ ପରିସରରୁ ଗୁରୁବାର ଆଇନ ସଚେତନତା ରଥ ଗଡିଛି. ବିଡିଓ ସୁମନ ସୁଧା କୁଣ୍ଡୁ ପତାକା ଦେଖାଇ ରଥ ଶୁଭାରମ୍ଭ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଏବିଡ଼ିଓ ରତିକାନ୍ତ ମିଶ୍ର ରଥବ୍ଲକର ୧୯ଟି ପଞ୍ଚାୟତ ପରିକ୍ରମା କରି ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବ. ବିଶେଷ କରି ଶିଶୁ ସୁରକ୍ଷା ମହିଳା ସୁରକ୍ଷା ସମ୍ପର୍କିତ ଆଇନ ସମ୍ପର୍କରେ ସଚେତନ କରିବ. ଜନସାଧାରଣ ଆଇନ ର ସଦୁପଯୋଗ କରିପାରିଲେ ସମାଜରୁ ଅପରାଧ ହଟିବ ବୋଲି ଆଶା କରିଥିଲେ. ପରିଶେଷରେ ବରିଷ୍ଠ ରାଜସ୍ବ ସହାୟକ ଆଲୋକ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *