ଖୋର୍ଦ୍ଧା :- ଖୋରଧା ସଦର ଥାନା ଅଧୀନସ୍ଥ ଅଣ୍ଡା ବନମାଳୀ ପୁର ପରିଡ଼ା ସାହି ରେ ଘଟିଛି ଅଭାବନୀୟ ଘଟଣା ।ଦିଅର ର କଟୁରୀ ଛୋଟ ଜୀବନ ହାରିଲା ଭାଉଜ । ବନମାଳୀପୁର ଅଙ୍ଗନୱାଡି ସହାୟିକା ମନୋରମା କୁ ଜମିବାଡ଼ି ବିବାଦ କୁ ନେଇ ହତ୍ୟା କଲା ଦିଅର କାଳିଆ ପ୍ରଧାନ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now